top of page


ଆରତି ସ୍ୱାଇଁ
କବି ଆରତି ସ୍ୱାଇଁ ଜନ୍ମ ୦୧.୦୬.୧୯୯୯ ମସିହା ଭଦ୍ରକ ଜିଲ୍ଲାର ବଡ଼ବର୍ଚିକୟାଁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।ପିଲାଟି ଦିନରୁ ସାହିତ୍ୟ ଅନୁରାଗି ଥିଲେ।ବାଲ୍ୟ କାଳରୁ ବହୁ ସ୍ମୃତି ଓ ଭାବନା ତାଙ୍କୁ କବଳିତ କରିଛି ସାହିତ୍ୟ ସୃଜନ କ୍ଷେତ୍ରକୁ । ବାସ୍ତବ ଜୀବନ ର ନିଖୁଣ ଚିତ୍ର ଫୁଟି ଉଠେ କବିଙ୍କ କବିତା ରେ ।କବିତା ବ୍ୟତୀତ ସେ ଗଳ୍ପ ଲେଖିବା ରେ ମଧ୍ୟ ସିଦ୍ଧହସ୍ତ।
If you find any error or wrong information about the author, you can report the same by clicking the red button. It will be review and rectified within 24 hours.
bottom of page