top of page

Story

Mokahani Background (O).png

Story

ଲକ୍ଷ୍ମୀ ଛଡ଼ା ରାଜା କଥା

ସମସ୍ତେ କହନ୍ତି ନାରୀ ସନ୍ତାନ ମାନଙ୍କର ଜନନୀ । ଆଉ ପୁଣି ସନ୍ତାନ ମାନେ ଏ ଦେଶର ଭବିଷ୍ୟତ । ନାରୀ ମାତୃସ୍ୱରୂପା, ନାରୀ ସର୍ବ ସହଣୀ ।

No ratings yet
Mokahani Background (O).png

Story

ସୁନ୍ଦରୀ ଗଣିକା

ବିପରୀତ ବୁଦ୍ଧି ବିନାଶ କାଳ । ଧନ ଗର୍ବରେ ନିଜର ପିଲା ଛୁଆଙ୍କ ମୁଖକୁ ନଚାହିଁ ସୌଦାଗର ସେ ଗଣିକା ପଛରେ ଧାଇଁଲେ । ସେ ସୌଦାଗର ଜଣକ ମଧ୍ୟ ବିନା ଦୋଷରେ ତାଙ୍କ ସ୍ତ୍ରୀ ମାନଙ୍କୁ ଘରୁ ତଡିଦେଲେ । ଆଜି ସେ ସର୍ବସ୍ୱ ହରାଇ ଦାଣ୍ଡର ଭିକାରି ହେଲେ ।

average rating is 4.3 out of 5
Mokahani Background (O).png

Story

ସାତ ସଉତୁଣୀ ମନ୍ଦିର କଥା

ସାଗର ମନ୍ଥନରୁ ଶେଷରେ ମୋତେ ଅମୃତ ତୁଲ୍ୟ ଗୁଣଜ୍ଞ ପୁଅ ମିଳି ଗଲା ।

average rating is 4.8 out of 5
bottom of page