top of page


ପଦ୍ମଜ ପାଳ
ପଦ୍ମଜ ପାଳ ୧୯୪୬ ମସିହା ନଭେମ୍ବର ମାସ ୪ ତାରିଖରେ, ଜଗତସିଂହପୁର ଜିଲ୍ଲାର କୁସିଂଗା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ କୁସିଂଗା ଉ.ପ୍ରା ବିଦ୍ୟାଳୟରୁ ପ୍ରାରମ୍ଭିକ ଶିକ୍ଷା ଆରମ୍ଭ କରି, କାଦୁଅପଡା଼ର ଗାଦିବ୍ରହ୍ମ ବିଦ୍ୟାପୀଠରୁ ମାଟ୍ରିକ, ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଦର୍ଶନଶାସ୍ତ୍ରରେ ସ୍ନାତକୋତ୍ତର ଶିକ୍ଷାଗ୍ରହଣ କରିଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ 'ଆସଥେଟିକ ଏକ୍ସପେରିଅନ୍ସ' ସନ୍ଧର୍ଭରେ ପି.ଏଚ.ଡି ମଧ୍ୟ ଲାଭ କରିଛନ୍ତି ।
If you find any error or wrong information about the author, you can report the same by clicking the red button. It will be review and rectified within 24 hours.
bottom of page